କଟକ ସଦର: ବାରଙ୍ଗ ବ୍ଲକ୍ରେ ସେବା ସେତୁ କ୍ୟାମ୍ପ ଆୟୋଜିତ, ବିଧାୟକ ଛବି ମଲ୍ଲିକ କଲେ ଉଦ୍ଘାଟନ
ବାରଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଏକ ସେବା ସେତୁ କ୍ୟାମ୍ପ ଆୟୋଜିତ ହୋଇଛି। ନିଆଳି ବିଧାୟକ ଶ୍ରୀ ଛବି ମଲ୍ଲିକ, ବିଡ଼ିଓ ଏବଂ ଟିପିସିଓଡ଼ିଏଲ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି ଯୋଜନାଭିତ୍ତିକ ଷ୍ଟଲ୍ର ଉଦ୍ଘାଟନ ହୋଇଛି।