ଯାଜପୁର: ଯାଜପୁର ଟାଉନ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି,କୋରେଇ ପଂଚାୟତ ବାସି ଦେଲେ ଯୋଗ
Jajapur, Jajpur | Dec 21, 2025 ଯାଜପୁର ଟାଉନ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି,କୋରେଇ ପଂଚାୟତ ବାସି ଦେଲେ ଯୋଗ l କୋରେଇ ପଂଚାୟତରେ ଅନେକ ସମସ୍ୟ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଉଥୁଲା l ଯାହାକୁ ଦୃଷ୍ଟିରେ ରଖି ଆଜି କୋରେଇ ବିଜେଡି ପକ୍ଷରୁ ଏକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଇଯାଇଛି l ଏହି ଶୁଣାଣିରେ ପୂର୍ବତନ ବିଧାୟକ ଯଥା ରାଜ୍ୟ ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ ଯୋଗଦେଇ ପଂଚାୟତ ବାସୀଙ୍କ ସମୂହ ଓ ବ୍ୟକ୍ତିଗତ ଅଭିଯୋଗ ଶୁଣିଥିଲେ l ବିଶେଷ ଭାବରେ ପଂଚାୟତ ବାସୀ ସ୍ୱାସ୍ଥ୍ୟଗତ ଓ ବିଦ୍ୟୁତ ସମସ୍ୟା ଉପରେ ଅଭିଯୋଗ କରିଥିଲେ l