Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Iyc
Bollywood
दिल्ली
Breakingnews
महिला
Narendramodi
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Uttarpradesh

କୋରାପୁଟ ସହର: କୋରାପୁଟ ମୁନସିପାଲଟି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ବାଇକ୍ ମୁହାଁମୁହିଁ, ଦୁଇ ଆହତଙ୍କୁ ମେଡିକାଲ ସ୍ଥାନାନ୍ତର

Koraput Town, Koraput | Nov 30, 2025
କୋରାପୁଟ ମୁନସିପାଲଟି କାର୍ଯ୍ୟାଳୟ ସମ୍ମୁଖରେ ଆଜି ରାତି ୮ଟା ୩୦ ମିନିଟ୍ ସମୟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ  ଆହତ ହୋଇ ରାସ୍ତାରେ ପଡିଥିବା ବେଳେ ସ୍ଥାନୀୟ ଯୁବକ କୈଳାସ ସାହୁ ସହ ପିଣ୍ଟୁ ଭତ୍ରା ଆହତ ଯୁବକକୁ ତୁରନ୍ତ ଅଟୋ ଯୋଗେ କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଛନ୍ତି।

MORE NEWS

କୋରାପୁଟ ସହର: କୋରାପୁଟ ମୁନସିପାଲଟି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ବାଇକ୍ ମୁହାଁମୁହିଁ, ଦୁଇ ଆହତଙ୍କୁ ମେଡିକାଲ ସ୍ଥାନାନ୍ତର - Koraput Town News