କଣ କହିଦେଲେ ପୂର୍ବତନ ବିଧାୟକ?
ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ପୂର୍ବତନ ବିଧାୟକ ରଖିଲେ ତୀବ୍ର ପ୍ରତିକ୍ରିୟା। ତାଙ୍କ ବୟାନକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
📌 ସରକାରଙ୍କୁ କାହିଁକି କଲେ ଟାର୍ଗେଟ୍? 📌 କେଉଁ ପ୍ରସଙ୍ଗରେ ଉଠାଇଲେ ପ୍ରଶ୍ନ? 📌 ଜାଣନ୍ତୁ ପୂରା ବୟାନ ଏବଂ ଏହାର ରାଜନୈତିକ ପ୍ରଭାବ।
👉 ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ।
#OdishaPolitics #PoliticalNews #FormerMLA #BreakingNews #OdishaNews #KoraputNews #BJD #BJP #PoliticalDebate #LatestNews #OdiaNews #KoraputMedia
Koraput Town, Koraput | Jun 24, 2026