Public App Logo
Profile Picture

PUBLIC NEWS KORAPUT

@publicnewskoraput
82120Followers
7Following
କୋରାପୁଟ: କୋରାପୁଟ ବସଷ୍ଟାଣ୍ଡ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗୋପବନ୍ଧୁ ସେବା ସମିତି ସଭାପତି
ପଟ୍ଟାଙ୍ଗୀ: କୋରାପୁଟ ଜିଲ୍ଲା ପାଡୁଆ ଥାନା ପୁଲିସ ବଡଦେବତା ଛକ ନିକଟରୁ ୨୧ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି
କୋରାପୁଟ: କୋରାପୁଟ ଟ୍ରାଫିକ ଛକ ନିକଟରେ ଥିବା ବିପଦ ସଙ୍କୁଳ ୧୪ ଷ୍ଟଲ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା
କୋରାପୁଟ: କୋରାପୁଟ ସହରରେ ଥିବା ବିପଦ ସଙ୍କୁଳ ଥିବା ସମସ୍ତ ଦୋକାନ ଘର ଖୁବଶୀଘ୍ର ଭଙ୍ଗାଯିବ, ସୂଚନା ଦେଇଛନ୍ତି କୋରାପୁଟ ବିଧାୟକ
କୋରାପୁଟ: ଏମ।ଏମଡିଆର ବିଲକୁ ବିରୋଧ କରି କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ଆଦିବାସୀ ମହାସଂଘ ଉପଦେଷ୍ଟା
ପଟ୍ଟାଙ୍ଗୀ: ନନ୍ଦପୁର ବ୍ଳକ ରାଣୀ ଡୁଡୁମା ଜଳପ୍ରପାତ ବୁଲି ଆସିଥିବା କୁନି ପର୍ଯ୍ୟଟକଙ୍କ ପ୍ରତିକ୍ରିୟା
ପଟ୍ଟାଙ୍ଗୀ: ନୁଆ ଦିଲ୍ଲୀ ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫିର ମହକ, ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ କଫି ଚାଷୀ
କୋରାପୁଟ: ନୁଆ ଦିଲ୍ଲୀ ଠାରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫିର ମହକ, ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ କଫି ଚାଷୀ
କୋରାପୁଟ: ସିନ୍ଧିପୁଟ ଘାଟରେ ବ୍ରିଜ୍ ନିର୍ମାଣ ବିଳମ୍ବ ନେଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି
କୋରାପୁଟ: ସିନ୍ଧିପୁଟ ଗ୍ରାମରେ ପୋଲ ନିର୍ମାଣ ବିଳମ୍ବ କୁ ନେଇ ବିପଦପୂର୍ଣ୍ଣ ଯାତାୟତ, ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷକ
ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକର ରାଣୀ ଡୁଡୁମାର ବିକାଶକୁ ତ୍ବରାନ୍ବିତ କରାଯିବ ପ୍ରତିକ୍ରିୟା ରଖିଛନ୍ତି ପଟାଙ୍ଗି ବିଧାୟକ
କୋରାପୁଟ: ୧୪ ତମ ଜାତୀୟ ବନ ଶହୀଦ ଦିବସ  ପାଳିତ ପ୍ରତିକ୍ରିୟା ରଖିଛନ୍ତି ଅଣଗେଜେଟେଡ ସଂଘ ରାଜ୍ୟ ଉପସଭାପତି
କୋରାପୁଟ: କୋରାପୁଟରେ ୧୪ ତମ ଜାତୀୟ ବନ ଶହୀଦ ଦିବସ ପାଳିତ, ପ୍ରତିକ୍ରିୟା ରଖିଛନ୍ତି କେଏଲ ଡିଏଫ‌ଓ
ପଟ୍ଟାଙ୍ଗୀ: ପାଡୁଆ ଥାନା ଡୁମୁରିଗୁଡ଼ା ଓ ମାଳିଗୁଡ଼ା ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ପ୍ରାୟ ୯ ଏକର ଜମିରେ ଚାଷ ହୋଇଥିବା ୯ ହଜାର ଗଞ୍ଜେଇ ଗଛ ନଷ୍ଟ
କୋରାପୁଟ: ୧୪ ତମ ଜାତୀୟ ବନ ଶହୀଦ ଦିବସ ପାଳନ ଅବସରରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ଡିଏଫ‌ଓ
ପଟ୍ଟାଙ୍ଗୀ: ନନ୍ଦପୁର ପ୍ରେସ କ୍ଲବ୍ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଅବଦୁଲ ରସିଦ ଖାନଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ
ପଟ୍ଟାଙ୍ଗୀ: ପଟାଙ୍ଗି ବ୍ଳକ୍ ସଭାପତି ବାସଭବନରେ କଂଗ୍ରେସର ଆସନ୍ତା ଦିନର ରଣନୀତି ନେଇ ପ୍ରସ୍ତୁତି ବୈଠକ, ପ୍ରତିକ୍ରିୟା ରଖିଛନ୍ତି ବ୍ଳକ୍ ସଭାପତି
କୋରାପୁଟ: କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ପିଣ୍ଡାପଦର ପଞ୍ଚାୟତ ବରଗଛ ଗ୍ରାମରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
କୋରାପୁଟ: କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ପିଣ୍ଡାପଦର ପଞ୍ଚାୟତ ବରଗଛ ଗ୍ରାମରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
କୋରାପୁଟ: କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ପିଣ୍ଡାପଦର ପଞ୍ଚାୟତ ବରଗଛ ଗ୍ରାମରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
କୋରାପୁଟ: ପଲିଥିନ ନିଷିଦ୍ଧ ଆଇନକୁ ନେଇ କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା
ପଟ୍ଟାଙ୍ଗୀ: ନନ୍ଦପୁର ବ୍ଳକ୍ କୁଲାବୀରଠାରେ ଆୟୋଜିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୩୪୩ ଜଣଙ୍କ ପଞ୍ଜିକରଣ
ପଟ୍ଟାଙ୍ଗୀ: ନୁଆ ଖାଇ ଉପଲକ୍ଷେ ଦେଓମାଳୀରେ ହେବ ଗିତ ସୁଟିଂ, ଜିଲ୍ଲାପାଳଙ୍କ ସହ ସାକ୍ଷାତ କଲେ ପଶ୍ଚିମ ଓଡ଼ିଶାର ଗାୟକ ଉମାକାନ୍ତ
କୋରାପୁଟ: କୋରାପୁଟ ଯିଶୁଦାନ ପାର୍କ ରେ ସହୀଦ ଙ୍କୁ ମନେ ପକାଇ ପ୍ରତିକ୍ରିୟା ରଖିଛନ୍ତି ମୁନସିପାଲଟି ଚେୟାରମେନ
କୋରାପୁଟ: କୋରାପୁଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିଦର୍ଶନ କଲେ କୋରାପୁଟ ବିଧାୟକ, ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଅଧ୍ୟକ୍ଷ
Public News Koraput (@publicnewskoraput) | Public App