Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ତପସ୍ୱିନୀ ପ୍ରେଖ୍ୟାଳୟ ଠାରେ ଆସନ୍ତା ଲୋକ ମୋହତ୍ସବକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଜି ସମ୍ବଲପୁର ତପସ୍ୱିନୀ ପ୍ରେଖ୍ୟାଳୟ ଠାରେ ଆସନ୍ତା ଲୋକ ମୋହତ୍ସବକୁ ନେଇ ଏଜ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସମ୍ବଲପୁର ଜ଼ିଲ୍ଲାପାଳ ସିଧେଶ୍ୱର ବୋଲିରାମ ବନ୍ଦର, ସମ୍ବଲପୁର ଏସପି ମୁକେଶ ଭାମୁ, ମହାନଗର ନିଗମ କମିଶନର ରୋହନ କ୍ଷେତ୍ରୀ ପ୍ରମୁଖ ମଞ୍ଚାସିନ ଥିଲେ l ଏହି ବୈଠକରେ ଆସନ୍ତା ଲୋକ ମୋହତ୍ସବ କୁ କିପରି ସୁନ୍ଦର ଭାବେ ଆୟୋଜନ କରାଯିବ ସେନେଇ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନେକ କଳାପ୍ରେମୀ ମାନେ ଯୋଗ ଦେଇଥିଲେ l

MORE NEWS