ସମ୍ବଲପୁର ମ୍ୟୁନିସିପାଲଟି: ଭିସୁଟରେ ଛାତ୍ର ଛାତ୍ରୀଙ୍କ ଉପରେ ଭିନ୍ନ ଭିନ କାରଣ ପାଇଁ କଡା କାର୍ଯ୍ଯାନୁଷ୍ଠାନ l ପ୍ରାୟ 100 ଜଣ ଛାତ୍ରଛାତ୍ରୀଙ୍କ ଉପରେ କାର୍ଯ୍ଯାନୁଷ୍ଠାନ
ଭିସୁଟରେ ଛାତ୍ର ଛାତ୍ରୀଙ୍କ ଉପରେ ଭିନ୍ନ ଭିନ କାରଣ ପାଇଁ କଡା କାର୍ଯ୍ଯାନୁଷ୍ଠାନ l ପ୍ରାୟ 100 ଜଣ ଛାତ୍ରଛାତ୍ରୀଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନେଲେ ଭିସୁଟ କର୍ତ୍ତୃପକ୍ଷ l ଜଣେ ଛାତ୍ରୀ ହୀରାକୁଦ ଡେମ ଫିସରି ଅଂଚଳରେ ପାଣିରେ ବୁଡି ମୃତ୍ଯୁ ବରଣ କରିବା ପରେ କାର୍ଯ୍ଯାନୁଷ୍ଠାନ l ୫ଜଣ ଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ହୋଇଛି l କିଛି ଜଣ ଛାତ୍ରଙ୍କ ଗ୍ରେଡ କମାଇ "ଏଫ" ଗ୍ରେଡ଼ କରିବାକୁ ନିଷ୍ପତ୍ତି ହେବା ସହ ୫୦୦୦ ଟଂକା ଫାଇନ ହୋଇଛି l ଭିସୁଟ ଛାତ୍ରଙ୍କୁ ସମ୍ବେଦନଶୀଳ ଅଞ୍ଚଳକୁ ନଯିବା ପାଇଁ ବାରଣ କରାଯାଇଥିଲା l ନାମାନିବାରୁ ଏପରି ପଦକ୍ଷେପ ନିଆଯାଇଛି l