ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଓକିଲ ସଂଘ ର କଚେରୀ ଛକ ସ୍ଥିତ ବାର ଆସୋସିଏସନ ରେ ଆଇନଜୀବି ଦିବସ ପାଳିତ
ସମ୍ବଲପୁର ଓକିଲ ସଂଘ ର କର୍ମକର୍ତା ମାନେ ଆଇନଜୀବି ଦିବସ ପାଳନ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 8 ଟା ସମୟରେ ସମ୍ବଲପୁର କଚେରୀ ଠାରେ ଆଇନଜୀବି ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମୂଖ୍ୟ ଅତିଥି ଭାବେ ସମ୍ବଲପୁର ଜ଼ିଲ୍ଲାପାଳ ସିଧେଶ୍ୱର ବୋଲିରାମ ବୋନ୍ଦର ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୂଳପତି ଆଦିତ୍ୟ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଅବସରରେ ସମ୍ବଲପୁର ଓକିଲ ସଂଘ ର ସଭାପତି ପ୍ରଦୀପ ବହିଦାରଙ୍କ ସମେତ ଅନେକ ଓକିଲ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l