Public App Logo
Jansamasya
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Fatehpur
Kanganaranaut
Amitshah
Meerut
Fire
No video available

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କମିସନରେଟ ପୋଲିସ ର ଅପରାଧ ନିୟନ୍ତ୍ରଣ ସମୀକ୍ଷା ପରେ ପୋଲିସ କମିସନରଙ୍କ ଅଫିସରେ ପ୍ରତିକ୍ରିୟା ରଖିଲେ ପୋଲିସ କମିସନର

ଅପରାଧ ନିୟନ୍ତ୍ରଣ ଓ ଅପରାଧ ଅନୁସନ୍ଧାନ ସ୍ଥିତିର ସମୀକ୍ଷା କଲେ ପୋଲିସ କମିସନର | 2024 ନଭେମ୍ବର 30ତାରିଖ ପର୍ଯ୍ୟନ୍ତ ମସିହାରେ କମିସନରେଟ ପୋଲିସର ବିଭିନ୍ନ ଥାନାରେ 20019ଟି କେଶ ରେଜିଷ୍ଟର ହୋଇଛି | ଗତ ବର୍ଷ ଅପେକ୍ଷା 30ପ୍ରତିଶତ ଅଧିକ କେଶ ରେଜିଷ୍ଟର ହୋଇଛି | 2023ମସିହାରେ କମିସନରେଟ ପୋଲିସର ବିଭିନ୍ନ ଥାନାରେ 17675ଟି ମାମଲା ରୁଜୁ ହୋଇଥିଲା କଟକ ଏବଂ ଭୁବନେଶ୍ୱର ବାସିଙ୍କ ସୁରକ୍ଷା କୁ ଗୁରୁତ୍ୱ ଦେଇଛି କମିସନରେଟ ପୋଲିସ |

MORE NEWS