Public App Logo
Jansamasya
Haryana
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
���ंगाल

ରେଢାଖୋଲ: ସଦର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୀରସିଂହଗଡ ଓ ବସିଆପଡା ଠାରେ ବନ ମହୋତ୍ସବ ଅନୁଷ୍ଠିତ

Rairakhol, Sambalpur | Jul 16, 2025
ଯୁଯୋମୁରା ସ୍ଥିତ ସଦର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବନାଞ୍ଚଳ ଅଧିକାରୀ ହରିଶଙ୍କର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସଦର ବନାଞ୍ଚଳର ବୀରସିଂହଗଡ ବନ ସୁରକ୍ଷା ସମିତି ଓ ବସିଆପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବନସୁରକ୍ଷା ସମିତି ର ସଭ୍ୟ,ସଭ୍ୟା,ବନପାଳଙ୍କ ସମେତ ବୀରସିଁହଗଡ ବନସୁରକ୍ଷା ସମିତିର ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ତଥା ବନ ମହୋତ୍ସବରେ ଯୋଗ ଦେଇଥିଲେ।
ରେଢାଖୋଲ: ସଦର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୀରସିଂହଗଡ ଓ ବସିଆପଡା ଠାରେ ବନ ମହୋତ୍ସବ ଅନୁଷ୍ଠିତ - Rairakhol News