Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap

ରେଢାଖୋଲ: ଭତ୍ତା ଟଙ୍କା ନେଇ ଫେରୁଥିବା ବେଳେ ଡ‌ଇଁଚା ନିକଟରେ କାର ଧକ୍କାରେ ବୃଦ୍ଧ ମୃତ

Rairakhol, Sambalpur | Feb 16, 2026
ସମ୍ବଲପୁର ଜିଲ୍ଲା ରେଢାଖୋଲ ନାକଟିଦେଉଳ ରାସ୍ତାର ଡ‌ଇଁଚା ଗ୍ରାମ ନିକଟରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ନେଇ ଘରକୁ ଫେରୁଥିବା ସମୟରେ ସୋମବାର ଅପରାହ୍ନ ୧ ଘଟିକା ସମୟରେ ଏକ କାର ଧକ୍କାରେ ରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବୃଦ୍ଧ ବ୍ୟକ୍ତି ଜଣକ ହେଲେ ମୁଟୁରୁମୁଣ୍ଡା ଗ୍ରାମର ତାରସିୟୁସ ତିର୍କୀ ‌ । ସେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଏକ ଲୁନା ଗାଡ଼ିରେ ଡାଇଁଚା ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇଥିଲେ , ଭତ୍ତା ଟଙ୍କା ଧରି ଘରକୁ ଫେରୁଥିବା ବେଳେ ଏକ କାର ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଇଥିଲ