Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

ରେଢାଖୋଲ: ରେଢ଼ାଖୋଲ ଡିଭିଜନର ତୋଳାଳୀ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ଡି ଏଫ୍ ଓ ଙ୍କ ସହ ଆଲୋଚନା

Rairakhol, Sambalpur | Feb 16, 2026
ରେଢ଼ାଖୋଲ ଡିଭିଜନର ତୋଳାଳୀ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ଡି ଏଫ୍ ଓ ଙ୍କ ସହ ଆଲୋଚନା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଆସନ୍ତା ୨୦ ଓ ୨୧ ଫେବୃଆରୀରେ ଆୟୋଜିତ ହେବାକୁ ଯାଉଥିବା ଦୁଇଦିନିଆ ଗଣଧାରଣାକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତିମୂଳକ ଆଲୋଚନା ବୈଠକ ସୋମବାର ସକାଳେ ରେଢ଼ାଖୋଲ ଠାରେ ଅନୁଷ୍ଠିତ ହୋଇଛି। ଡିଭିଜନରେ ଥିବା ଶତାଧିକ ସିଜନାଲ୍ କର୍ମଚାରୀ ଓ ତୋଳାଳୀମାନେ ନିଜ ନିଜ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ଗତବର୍ଷ ଓ ଚଳିତ ବର୍ଷ ନୂତନ କାର୍ଯ୍ୟରୁତୁ ଆରମ୍ଭ ହେଉଥିଲେ ମଧ୍ୟ କେନ୍ଦୁପତ୍ର ତୋଳା