Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ରେଢାଖୋଲ: ରେଳ ଷ୍ଟେସନ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମାଲ ବୋଝେଇ ଟ୍ରକ

Rairakhol, Sambalpur | Feb 17, 2026
ରେଳ ଷ୍ଟେସନ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମଳ ବୋଝେଇ ଟ୍ରକ ,ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ‌ଉଦ ରାସ୍ତାର ରେଢ଼ାଖୋଲ ରେଳ ଷ୍ଟେସନ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମାଳ ବୋଝେଇ ଟ୍ରକ ଓଲଟି ପଡିଛି । । ଫଳରେ ଚାଳକ ଜଣକ ଅଳ୍ପ ଆହତ ହୋଇଛନ୍ତି ।‌ ଟ୍ରକଟି କଟକ ରୁ ବ‌ଉଦ ଯାଉଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।