ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟର କନଫେରେନ୍ସ ହଲରେ ECSBC ଉପରେ ତାଲିମ ଶିବିର ଅନୁଷ୍ଠିତ
ସର୍ବୋଚ୍ଚ ଯନ୍ତ୍ରୀ(ବିଦ୍ୟୁତ) ଓ ପ୍ରମୁଖ ବିଦ୍ୟୁତ ନିରୀକ୍ଷକ ଏବଂ ରାଜ୍ୟ ଡେଜିଗନେଟେଡ୍ ଏଜେନ୍ସି କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ECSBC ସେଲ୍ ୨୮ ଏବଂ ୨୯ ନଭେମ୍ବର 2025 ରେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟର କନଫେରେନ୍ସ ହଲରେ ECSBC ଉପରେ ଏକ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ନିଗମ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, NAC ରେଢାଖୋଲ, କୁଚିଣ୍ଡା ଏବଂ ରେଙ୍ଗାଲି, TPWODL, IDCO, ପୂର୍ତ୍ତ ବିଭାଗ, VSSUT ଏବଂ ଶକ୍ତି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ କମିଶନର ଏ