Public App Logo
Jansamasya
News
���ुलिस
Bjp
National
Bihar
���िहार
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାହୁଲଗାନ୍ଧିଙ୍କ ଓଡିଶା ଗସ୍ତ ନେଇ କାରକେଡ଼ ରିହଲସଲ ପରେ ବରମୁଣ୍ଡା ପଡିଆରେ ପ୍ରତିକ୍ରିୟା ରଖିଲେ ଡିସିପି ଜଗମୋହନ ମିନା

ଆସନ୍ତା କାଲି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ | ସେଥିପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ 53 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ | ଏୟାର ପୋର୍ଟ ରୁ ବରମୁଣ୍ଡା ପଡିଆ, କଂଗ୍ରେସ ଭଵନ ଏବଂ ମେ ଫେୟାର ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ସେଥିପାଇଁ ଆଜି କମିସନରେଟ ପୋଲିସ କାରକେଡ଼ ରିହଲସଲ କରିଛି | 4ଜଣ ଡିସିପି ରାଙ୍କର ଅଫିସର, 10ଅତିରିକ୍ତ ଡିସିପି, 24ଏସିପି, 34ଆଇଆଇସି ଏବଂ 70ଜଣ ଅନ୍ୟ ପୋଲିସ କର୍ମଚାରୀ ମାନେ ନିୟୋଜିତ ରହିବେ | ରାହୁଲ ଗାନ୍ଧିକ ଗସ୍ତ ସମୟରେ ଟ୍ରାଫିକ କଟକଣା ରହିବ |

MORE NEWS