Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
Aimim

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଝାରପଡ଼ା ଜେଲରୁ ବାହାରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଝାରପଡ଼ା ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ । ଆଜି ଜାମିନ ମଞ୍ଜୁର ପରେ ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ । ଜେଲରୁ ବାହାରିଲା ବେଳେ ସ୍ବାଗତ କଲେ ଶୁଭେଚ୍ଛୁ, ସମର୍ଥକ । ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ସେଠି ପହଞ୍ଚିଥିଲେ । ବାଣ ଫୁାଟଇ ବିରାଟ ଶୋଭାଯାତ୍ରା ପାଛୋଟି ନେଲେ ସମର୍ଥକ । ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ ପ୍ରଧାନ ।ଜାମିନ ମଞ୍ଜୁର କରିଥିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ ।ତେବେ ଜେଲରୁ ବାହାରିବା ପରେ ଦୀପ ଧୂପ ଓ ଫୁଲ ମାଳ ଦେଇ ଜଗାଙ୍କୁ ସ୍ୱାଗତ କରୁଛନ୍ତି ସମର୍ଥକ ।

MORE NEWS