Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur

ଧରାକୋଟ: ପଥରପୁଞ୍ଜି ଉସ୍ତା କେନାଲରେ ଅଜଣା ମୃତଦେହ

Dharakote, Ganjam | Nov 3, 2025
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଥରପୁଞ୍ଜି ଉସ୍ତା କେନାଲରେ ଆଜି ଗୋଟିଏ ଅଜଣା ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି l ମୃତଦେହ ଟି କେନାଲ ପାଣି ରେ ଭାସି ଭାସି ଯାଉଥିବା କିଛି ଲୋକ ଦେଖିବା ପରେ ଖବର ଚାରିଆଡେ ପ୍ରଘଟ ହୋଇଥିଲା l ଖବରପାଇ ଆଖପାଖ ଅଞ୍ଚଳର ଲୋକ ମାନେ କେନାଲ ପାଖରେ ରୁଣ୍ଢ ହୋଇଥିଲେ l କେନାଲ ନିକଟରେ ଗହଳି ଦେଖିବାକୁ ମିଳିଥିବା ବେଳେ ମୃତଦେହ ଟି କାହାର, କେହୁଁ ଠାରୁ ଆସିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ କେହୁଠାରେ ମୃତଦେହ ଲାଗିଲା ତାହା ମଧ୍ୟ ଜଣାପଡିଛି ନାହିଁ l