ରେଙ୍ଗାଲି: ହୀରାକୁଦରେ ସପ୍ତମ ଇକୋ ରିଟ୍ରିଟ୍ର ଭବ୍ୟ ଉଦ୍ଘାଟନ: ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ରତା
ହୀରାକୁଦ ଡ୍ୟାମ୍ ନିକଟରେ ଓଡ଼ିଶା ସରକାରଙ୍କ ଦ୍ୱାରା ସପ୍ତମ ଇକୋ ରିଟ୍ରିଟ୍ର ଶୁଭାରମ୍ଭ ହୋଇଛି। ଏଠାରେ ପର୍ଯ୍ୟଟକଙ୍କ ପାଇଁ ବିଳାସପୂର୍ଣ୍ଣ କଟେଜ୍, ଦୁଃସାହସିକ କ୍ରୀଡ଼ା ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ବ୍ୟବସ୍ଥା ରହିଛି।