ସମ୍ବଲପୁର ମ୍ୟୁନିସିପାଲଟି: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗର ସମାଧାନ ଓ ଅଗ୍ରଗତି ନେଇ କାର୍ଯ୍ୟାଳୟରେ ଜିଲ୍ଲାପାଳ ରଖିଲେ ପ୍ରତିକ୍ରିୟା
ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଦିଆଯାଇଥିବା ସବୁ ଲୋକଙ୍କ ଅଭିଯୋଗର ସମାଧାନ ଉପରେ ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ଏହି ଅଭିଯୋଗ ଶୁଣାଣୀ ଶିବିରରେ ଆସିଥିବା ସବୁ ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ସଂପୃକ୍ତ ବିଭାଗ ବିଭାଗ କୁ ନିଦ୍ଧେର୍ଶ ଦିଆଯାଇଛି। ଏଥିସହ ସବୁ ଆସିଥିବା ଅଭିଯୋଗ ଗୁଡ଼ିକର ସମାଧାନ ହେବ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି।