ସମ୍ବଲପୁର ମ୍ୟୁନିସିପାଲଟି: ଉତ୍କଳ ଯାଦବ ମହାସଭାର ସମ୍ବଲପୁର ଜିଲ୍ଲା ସଭାପତି ହେଲେ ଭୋଲାଶଙ୍କର ମହତ୍ତମ ରଖିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ପ୍ରତିକ୍ରିୟା
ଉତ୍କଳ ଯାଦବ ମହାସଭାର ସମ୍ବଲପୁର ଜିଲ୍ଲା ସଭାପତି ହେଲେ ଭୋଲାଶଙ୍କର ମହତ୍ତମ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ନିଜ ପ୍ରତିକ୍ରିୟା ରଖିଥିଲେ ସେ କହିଛନ୍ତି ଯେ ତାଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ମିଳିବା ପରେ ସେ ଜିଲ୍ଲାରେ ଯାଦବ ସଂଘର ସଂଗଠନକୁ ଆହୁରି ମଜବୁଦ କରିବାକୁ ପ୍ରୟାସ କରିବେ।