ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲା ରେ ଲାଗିରହିଛି ପ୍ରବଳ ଖରା ଓ ଗରମ, ଧନୁପାଲି ଓ ଗୋବିନ୍ଦତଲାରେ ନାହିଁ ଜଳଛତ୍ର #jansamasya
ସମ୍ବଲପୁର ଜିଲ୍ଲା ଦିନ କୁ ଦିନ ପ୍ରବଳ ଖରା ଓ ଗରମ ବଢ଼ିବାରେ ଲାଗିଛି l ସେପଟେ ପ୍ରବଳ ଖରା ଗରମ ଯୋଗୁଁ ଜନଜୀବନ ଅସ୍ତ ବ୍ୟସ୍ତ ହେପଡୁଛି l ଦିନ ବେଳେ ଘରୁ ବାହାରିବା ଅସମ୍ଭବ ହେଇପଡୁଛି lସେପଟେ ପ୍ରଶାସନ ତରଫରୁ ଗୋବିନ୍ଦତଲା ଓ ଧନୁପାଲି ଅଂଚଳ ରେ ଜଳ ଛତ୍ର ଖୋଲା ଯାଇନାହିଁ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି l ଏ ନେଇ କର୍ତ୍ତ୍ତୃପକ୍ଷ ଙ୍କ ଉତ୍ତର ମିଳିପାରିନାହିଁ l ତେବେ ଦେଖିବାକୁ ବାକି ରହିଛି ଲୋକଙ୍କ ଏହି ସମସ୍ୟା ର ସମାଧାନ କେବେ ହେଉଛି l