କଲ୍ୟାଣସିଂହପୁର: କଲ୍ୟାଣସିଂହପୁରରେ ପାଳିତ ହେଲା ଇନ୍ଦିରା ଗାନ୍ଧୀଙ୍କ 42 ତମ ଶ୍ରାଦ୍ଧ ଦିବସ
କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ 42 ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସର ବହୁ ବରିଷ୍ଠ ନେତା ଓ ସ୍ଥାନୀୟ ପ୍ରତିନିଧିମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।