ଗୁଡାରି: ଗୁଡାରିରେ ଅନୁଷ୍ଠିତ ହେଲା ରନ୍ ଫର୍ ୟୁନିଟି, ଜାତୀୟ ଏକତା ଦିବସ ପାଳନ
ଗୁଡାରି ପୋଲିସ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ଆୟୋଜିତ ହେଲା ରନ୍ ଫର୍ ୟୁନିଟି। ଥାନା ଅଧିକାରୀ ଶ୍ରୀମତୀ ବିଶ୍ୱ ବନ୍ଦିନୀ ବାଗଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଓ ସାଧାରଣ ଜନତାଙ୍କ ଅଂଶଗ୍ରହଣରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି।