Writing
🚨 ନିଖୋଜ ବ୍ୟକ୍ତିଙ୍କ ସନ୍ଧାନରେ ସହଯୋଗ କରନ୍ତୁ 🚨
ଗତ ୯ ଅକ୍ଟୋବରଠାରୁ ନିଖୋଜ ଅଛନ୍ତି ବିକାଶ ବିଭାର। ତାଙ୍କ ଘର ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ।
ନିଖୋଜ ବ୍ୟକ୍ତିଙ୍କ ବିବରଣୀ:
ନାମ: ବିକାଶ ବିଭାର
ଜିଲ୍ଲା: ବରଗଡ଼
ଘର: ପଦ୍ମପୁର
ଶେଷ ଥର ଦେଖାଯାଇଥିବା ସ୍ଥାନ: ବରପାଲି ରେଳ ଷ୍ଟେସନ
ଉଚ୍ଚତା: ୫ ଫୁଟ୍ ୭ ଇଞ୍ଚ
ନିଖୋଜ ତାରିଖ: ୯ ଅକ୍ଟୋବର
📞 ଯୋଗାଯୋଗ ନମ୍ବର: ୯୭୭୭୫୦୦୫୭୦
🙏 ଯଦି କେହି ବିକାଶଙ୍କୁ ଦେଖିଛନ୍ତି କିମ୍ବା ତାଙ୍କ ସମ୍ପର୍କରେ କୌଣସି ସୂଚନା ପାଆନ୍ତି, ଦୟାକରି ଉପରୋକ୍ତ ନମ୍ବରରେ ତୁରନ୍ତ ଯୋଗାଯୋଗ କରନ୍ତୁ।
ଆପଣଙ୍କର ଗୋଟିଏ ସେୟାର୍ ଓ ଛୋଟିଆ ସହଯୋଗ ଜଣେ ନିଖୋଜ ବ୍ୟକ୍ତିଙ୍କୁ ତାଙ୍କ ପରିବାର ସହ ମିଶାଇବାରେ ସହାୟକ ହୋଇପାରେ।
🙏 ମାନବିକତା ଦୃଷ୍ଟିରୁ ଏହି ପୋଷ୍ଟଟି ଅଧିକରୁ ଅଧିକ ସେୟାର୍ କରନ୍ତୁ।
#MissingPerson #Bargarh #Padampur #Barpali #Odisha PadampurTV