ବାଲେଶ୍ୱର ଜିଲ୍ଲା ମାର୍କୋଣା ରେଳ ଷ୍ଟେସନରେ ହାଉଡା ପୁରୀ ଧଉଳି ସୁପର ଫାଷ୍ଟ ଏକ୍ସପ୍ରେସ ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ, ଜୀବନ ବିକଳରେ ଯାତ୍ରୀ ମାନେ ମାର୍କୋଣା ଷ୍ଟେସନ ରୁ ଟ୍ରେନ ରୁ ଉଲ୍ଲାଇ ଧାଇଁଲେ l କାହାର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ , ନିଆଁ ଆୟତ୍ତ ଥିବାର ସୂଚନାମିଳିଛି l ମାର୍କୋଣା ରେଳ ଷ୍ଟେସନ ନିକଟରେ ଇଂଜିନ ପାଖ ବଗି ରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ମାନେ ଚିତ୍କାର କରିଥିଲେ l ଟ୍ରେନ ଲୋକ ପାଇଲଟ ଓ କର୍ମଚାରୀ ମାନେ ଟ୍ରେନ କୁ ଅଟକାଇ ନିଆଁ କୁ ଆୟତ୍ତ କରିଥିଲେ l ଦୀର୍ଘ 1ଘଣ୍ଟା ଧରି ଟ୍ରେନ ମାର୍କୋଣା ଷ୍ଟେସନ ରେ ଅଟକି ରହିଛି । Kalinga24 News
Surajtv Surajtv Odia #Markona #newstoday #facebookreels #nofollowers #NewsAlert #BREAKING
Basta, Balasore | Jul 26, 2026