Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
दुर्घटना
Police
Bihar
India
Congress
Modi
Delhi
Viral
Jharkhand
मध्यप्रदेश
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
Rahulgandhi
Uttarpradesh
Haryana
Sdm
Uttarakhand
Sambalpur
mahimatv
#LIC_India_ବାଲେଶ୍ଵର_ଶାଖା_ପକ୍ଷରୁ_ବନ୍ୟା_ବିପନ୍ନଙ୍କୁ_ଶୁଖିଲା_ଖାଦ୍ୟ_ବଣ୍ଟନ ।।। ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବାସୁଚକୁରାଇ ପଞ୍ଚାୟତ ର ଆଦିବାସୀ ସାହି ଓ ଇଡଦା ପଞ୍ଚାୟତ ର କାଳୁଖା ଗ୍ରାମରେ ଏଲ ଆଇ ସି ଇଣ୍ଡିଆ ବାଲେଶ୍ଵର ଶାଖା ପକ୍ଷରୁ ୧୨ଦିନ ଧରି ଜଳକା ନଦୀ ବନ୍ୟା ଘେରରେ ରହିଥିବା ପରିବାର କୁ ଶୁଖିଲା ଖାଦ୍ୟ ବଣ୍ଟନ କରି ଦୁଃଖ ର ସାଥି ହୋଇଥିବା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ରେ ଶାଖା ର ସମସ୍ତ କର୍ମଚାରି ଉପସ୍ଥିତ ରହି ଏହି ବଣ୍ଟନ କରିଥିଲେ । #flooding #riverside #BASTA #balasore #distribution #LICIndia Mahima TV Ajit Kumar Sahoo Journalist Rajesh Giri Rajkishore Behera Manas Ranjan Behera
Basta, Balasore
| Aug 22, 2026
#lic_india_ବାଲେଶ୍ଵର_ଶାଖା_ପକ୍ଷରୁ_ବନ୍ୟା_ବିପନ୍ନଙ୍କୁ_ଶୁଖିଲା_ଖାଦ୍ୟ_ବଣ୍ଟନ
#flooding
#riverside
#basta
#balasore
#distribution
#licindia
MORE NEWS
#SIR_କୁ_ନେଇ_ରାଜନୀତି ।। ସାମ୍ବାଦିକ ସମ୍ମିଳନୀରେ କରି ତଦନ୍ତ ଦାବି କଲେ ଗ୍ରାମବାସୀ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ କାଦରାୟାଁ ପଞ୍ଚାୟତ ରୁ ଆସିଛି ଏମିତି ଅଭିଯୋଗ । #Odisha #newsfeed #BASTA #SIR #balasore #PressMeet Mahima TV
Basta, Balasore | Aug 22, 2026
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ସରକାର ବିଭିନ୍ନ କଟକଣା ଓ ନିୟମ ପ୍ରଣୟନ କରିଛନ୍ତି। ମାତ୍ର ବାଲେଶ୍ୱର ଜିଲ୍ଲା ବସ୍ତା ଗୋଷ୍ଠୀ ଶିକ୍ଷା ଅଧୀନସ୍ଥ ଦରଡ଼ା ଲଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ସମସ୍ତ ନିୟମକୁ ଜଳାଞ୍ଜଳି ଦିଆଯାଇଥିବା ଅଭିଯୋଗ ହୋଇଛି। ସରକାରୀ ନିୟମର ଖୋଲାଖୋଲି ଅମାନ୍ୟ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ସରକାରୀ କୋଡ ଅନୁଯାୟୀପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟତ୍ରୀ ସକାଳ ୬:୩୦ମିନିଟରେ ବିଦ୍ୟାଳୟ ପରିସ ରରେ ଉପସ୍ଥିତ ରହିବା ବାଧ୍ୟାତ୍ମକ। ମାତ୍ର ଏହି ନିୟମକୁ ଫୁ କରି ଉଡ଼ାଇ ଦେଇ କିଛି ଶିକ୍ଷକ ନିଜ ଇଚ୍ଛା ମୁତାବକ ବିଳମ୍ବରେ ବିଦ୍ୟା ଳୟରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି। CMO Odisha Surajtv Surajtv Odia Prabhati Parida #nityanandagond Education Minister #odisha Pratap Chandra Sarangi PMO India Rabindra Kumar Jena Kanak Vardhan Singh Deo DM Kalahandi #deobalasore #beobasta
Basta, Balasore | Aug 22, 2026
#LIC_India_ବାଲେଶ୍ଵର_ଶାଖା_ପକ୍ଷରୁ_ବନ୍ୟା_ବିପନ୍ନଙ୍କୁ_ଶୁଖିଲା_ଖାଦ୍ୟ_ବଣ୍ଟନ ।।। ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବାସୁଚକୁରାଇ ପଞ୍ଚାୟତ ର ଆଦିବାସୀ ସାହି ଓ ଇଡଦା ପଞ୍ଚାୟତ ର କାଳୁଖା ଗ୍ରାମରେ ଏଲ ଆଇ ସି ଇଣ୍ଡିଆ ବାଲେଶ୍ଵର ଶାଖା ପକ୍ଷରୁ ୧୨ଦିନ ଧରି ଜଳକା ନଦୀ ବନ୍ୟା ଘେରରେ ରହିଥିବା ପରିବାର କୁ ଶୁଖିଲା ଖାଦ୍ୟ ବଣ୍ଟନ କରି ଦୁଃଖ ର ସାଥି ହୋଇଥିବା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ରେ ଶାଖା ର ସମସ୍ତ କର୍ମଚାରି ଉପସ୍ଥିତ ରହି ଏହି ବଣ୍ଟନ କରିଥିଲେ । #flooding #riverside #BASTA #balasore #distribution #LICIndia Odisha Police Organisation Mahima TV Ajit Kumar Sahoo Journalist t Rajesh Giri Rajkishore Behera
Basta, Balasore | Aug 21, 2026
#LIC_India_ବାଲେଶ୍ଵର_ଶାଖା_ପକ୍ଷରୁ_ବନ୍ୟା_ବିପନ୍ନଙ୍କୁ_ଶୁଖିଲା_ଖାଦ୍ୟ_ବଣ୍ଟନ ।।। ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବାସୁଚକୁରାଇ ପଞ୍ଚାୟତ ର ଆଦିବାସୀ ସାହି ଓ ଇଡଦା ପଞ୍ଚାୟତ ର କାଳୁଖା ଗ୍ରାମରେ ଏଲ ଆଇ ସି ଇଣ୍ଡିଆ ବାଲେଶ୍ଵର ଶାଖା ପକ୍ଷରୁ ୧୨ଦିନ ଧରି ଜଳକା ନଦୀ ବନ୍ୟା ଘେରରେ ରହିଥିବା ପରିବାର କୁ ଶୁଖିଲା ଖାଦ୍ୟ ବଣ୍ଟନ କରି ଦୁଃଖ ର ସାଥି ହୋଇଥିବା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ରେ ଶାଖା ର ସମସ୍ତ କର୍ମଚାରି ଉପସ୍ଥିତ ରହି ଏହି ବଣ୍ଟନ କରିଥିଲେ । #flooding #riverside #BASTA #balasore #distribution #LICIndia Odisha Police Organisation Mahima TV Ajit Kumar Sahoo Journalist Rajesh Giri Rajkishore Behera
Basta, Balasore | Aug 21, 2026
#ସହାୟତା_ହାତ_ବଢାଇଲା_ୟୁକୋ_ବ୍ୟାଙ୍କ । ବନ୍ୟା ବିପନ୍ନଙ୍କ ପରିବାରକୁ ୟୁକୋ ବ୍ୟାଙ୍କ ଜାମଶୁଳୀ ପକ୍ଷରୁ ସୁଖିଲା ଖାଦ୍ୟ ପ୍ରଦାନ । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ଇଡ଼ଦା ପଞ୍ଚାୟତ କାଳୁଖା ଗ୍ରାମରେ ୧୫ ଦିନ ଧରି ଜଳକା ନଦୀ ବନ୍ୟା ଘେରରେ ରହିଥିବା ପରିବାର କୁ ଆଜି ଜାମଶୂଳୀ ୟୁକୋ ବ୍ୟାଙ୍କ ତରଫରୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । #flooding #riverside #BASTA #balasore #needhelp #UCOBank Mahima TV @top fans SRK Pramod Behera Rajesh Giri
Basta, Balasore | Aug 21, 2026
#ସହାୟତା_ହାତ_ବଢାଇଲା_ୟୁକୋ_ବ୍ୟାଙ୍କ । ବନ୍ୟା ବିପନ୍ନଙ୍କ ପରିବାରକୁ ୟୁକୋ ବ୍ୟାଙ୍କ ଜାମଶୁଳୀ ପକ୍ଷରୁ ସୁଖିଲା ଖାଦ୍ୟ ପ୍ରଦାନ । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ଇଡ଼ଦା ପଞ୍ଚାୟତ କାଳୁଖା ଗ୍ରାମରେ ୧୫ ଦିନ ଧରି ଜଳକା ନଦୀ ବନ୍ୟା ଘେରରେ ରହିଥିବା ପରିବାର କୁ ଆଜି ଜାମଶୂଳୀ ୟୁକୋ ବ୍ୟାଙ୍କ ତରଫରୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । #flooding #riverside #BASTA #balasore #needhelp #UCOBank Mahima TV Rajesh Giri
Basta, Balasore | Aug 21, 2026
#ସହାୟତା_ହାତ_ବଢାଇଲା_ୟୁକୋ_ବ୍ୟାଙ୍କ । ବନ୍ୟା ବିପନ୍ନଙ୍କ ପରିବାରକୁ ୟୁକୋ ବ୍ୟାଙ୍କ ଜାମଶୁଳୀ ପକ୍ଷରୁ ସୁଖିଲା ଖାଦ୍ୟ ପ୍ରଦାନ । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ଇଡ଼ଦା ପଞ୍ଚାୟତ କାଳୁଖା ଗ୍ରାମରେ ୧୫ ଦିନ ଧରି ଜଳକା ନଦୀ ବନ୍ୟା ଘେରରେ ରହିଥିବା ପରିବାର କୁ ଆଜି ଜାମଶୂଳୀ ୟୁକୋ ବ୍ୟାଙ୍କ ତରଫରୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । #flooding #riverside #BASTA #balasore #needhelp #UCOBank Mahima TV Rajesh Giri
Basta, Balasore | Aug 21, 2026
#ସୁବର୍ଣ୍ଣରେଖା_ନଦୀରେ_ବନ୍ୟା_ବିଭୀଷିକା । ବାଲେଶ୍ଵର ଜିଲ୍ଲା ସୁବର୍ଣ୍ଣରେଖା ନଦୀରେ ବନ୍ୟା ବିଭୀଷିକା ଭିତରେ ବାଲିଆପାଳ ଓ ରାଜଘାଟ ଅଞ୍ଚଳର ଦୃଶ୍ୟ । #newsfeed #heavyrain #flooding #riverside #Floods #balasore #Baliapal Mahima TV
Basta, Balasore | Aug 20, 2026