#LIC_India_ବାଲେଶ୍ଵର_ଶାଖା_ପକ୍ଷରୁ_ବନ୍ୟା_ବିପନ୍ନଙ୍କୁ_ଶୁଖିଲା_ଖାଦ୍ୟ_ବଣ୍ଟନ ।।।
ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବାସୁଚକୁରାଇ ପଞ୍ଚାୟତ ର ଆଦିବାସୀ ସାହି ଓ ଇଡଦା ପଞ୍ଚାୟତ ର କାଳୁଖା ଗ୍ରାମରେ ଏଲ ଆଇ ସି ଇଣ୍ଡିଆ ବାଲେଶ୍ଵର ଶାଖା ପକ୍ଷରୁ ୧୨ଦିନ ଧରି ଜଳକା ନଦୀ ବନ୍ୟା ଘେରରେ ରହିଥିବା ପରିବାର କୁ ଶୁଖିଲା ଖାଦ୍ୟ ବଣ୍ଟନ କରି ଦୁଃଖ ର ସାଥି ହୋଇଥିବା ଦେଖିବାକୁ ମିଳିଛି ।
କାର୍ଯ୍ୟକ୍ରମ ରେ ଶାଖା ର ସମସ୍ତ କର୍ମଚାରି ଉପସ୍ଥିତ ରହି ଏହି ବଣ୍ଟନ କରିଥିଲେ ।
#flooding #riverside #BASTA #balasore #distribution #LICIndia
Odisha Police Organisation
Mahima TV Ajit Kumar Sahoo Journalist Rajesh Giri Rajkishore Behera
Basta, Balasore | Aug 21, 2026