Public App Logo
#ନିଖୋଜ #missing ବିହାରରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସି ଚନ୍ଦ୍ରଭାଗାରୁ ବୃଦ୍ଧ ପର୍ଯ୍ୟଟକ ଜଣଙ୍କ ନିଖୋଜ ଅଛନ୍ତି। ଯଦି କେହି ଦେଖନ୍ତି କୋଣାର୍କ ଥାନାକୁ ସୂଚନା ଦେବାକୁ ଅନୁରୋଧ। - Konark News