ମାଦ୍ରାସାରେ ଚାଲିଛି ଅନିୟମିତତା! ଦଲାଲଙ୍କ କବଜାରେ ସ୍କୁଲ୍।
ସିଆରସିସି ଙ୍କ ମନମାନି; ମିଳୁନି ବହି ପତ୍ର କି ମଧ୍ୟାହ୍ନ ଭୋଜନ। ଆସୁ ନାହାଁନ୍ତି ପିଲା। ଅଭିଯୋଗ କଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ।
ପୁରୀ ଜିଲ୍ଲା କାକଟପୁର ବ୍ଲକ ଔରଙ୍ଗାବାଦ ମାଦ୍ରାସା ଇମଦାଦୂଲ୍ ଓଲୁମ୍ ରେ ଅବସ୍ଥା ସାଙ୍ଘାତିକ। ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ନିବେଦନ। Nityananda Gond Mohan Charan Majhi Prabhati Parida PMO India CMO Odisha Puri District Admin Tusharkanti Behera Bibhu Prasad Tarai
କୋଣାର୍କ ଖବର - Konark Khabara Gyana Ranjan Biswal
Konark, Puri | Aug 12, 2026