Public App Logo
କଟକ -ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ଥାନା ଅଧୀନ ଶୁକରପଡା ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବତୀ ଙ୍କୁ ଗଣ ଦୁ** ଘଟଣା ରେ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏହି ଘଟଣାରେ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କୁ ଖୋଜୁଛି ପୋଲିସ। ଏହି ଘଟଣାର ତଦନ୍ତ ପାଇଁ ଜଣେ ଡି ଏସ ପି ପାହ୍ୟା ର ଅଧିକାରୀ ଙ୍କ ନେତୃତ୍ୱରେ ମୋଟ ଚାରୋଟି ଟିମ୍ ଗଠନ ହୋଇଥିବା ବେଳେ ଉଭୟ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ସୂଚନା ଦେଲେ କଟକ ଜିଲ୍ଲା ଏସ ଏସପି ବିନୀତ ଅଗ୍ରୱାଲ। - Konark News