Public App Logo
ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (DGP) ଶ୍ରୀ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ସମାପ୍ତି ଅବସରରେ ତାଙ୍କର ଦୀର୍ଘ ଓ ନିଷ୍ଠାପର ସେବା ପାଇଁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା, ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ସହ ଓଡ଼ିଶା ପୁଲିସ ପ୍ରଶାସନକୁ ଅଧିକ ଦକ୍ଷ, ସଶକ୍ତ ଓ ଜନକୈନ୍ଦ୍ରିକ କରିବାରେ ତାଙ୍କର ନେତୃତ୍ୱ ପ୍ରଶଂସନୀୟ। ଏକ ନିରାମୟ, ସୁସ୍ଥ ଓ ସମୃଦ୍ଧ ଅବସରକାଳୀନ ଜୀବନ ପାଇଁ ଆନ୍ତରିକ ଶୁଭେଚ୍ଛା। - Konark News