Public App Logo
ବରଗଡ଼ ଜିଲ୍ଲା ଭଟଲି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଜୁଆ ଖେଳୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ଭଟଲି ପୋଲିସ। ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୫୧ ହଜାର ୧୦୦ ଟଙ୍କା ସହ ତାସ୍, ମୋବାଇଲ୍ ଫୋନ୍ ଓ ବିଭିନ୍ନ ଗାଡ଼ି ଜବତ କରାଯାଇଛି। - Baudh Sadar News