କଣ୍ଟାମାଳ ପୋଲିସ ଦ୍ୱାରା ନିଶା ନିବାରଣ ଓ ସାଇବର ସୁରକ୍ଷା ସଚେତନତା ସଭା
କଣ୍ଟାମାଳ ଥାନା ପୋଲିସ ଟିମ୍ ପକ୍ଷରୁ ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
🔹 NDPS ଆଇନ (ଧାରା ୪୭): ବେଆଇନ ନିଶାଦ୍ରବ୍ୟ କାରବାର ଓ ଏହାର କୁପରିଣାମ।
🔹 ବିକଳ୍ପ ଚାଷ ଓ ଜୀବିକା: ଗଞ୍ଜେଇ/ବେଆଇନ ଚାଷରୁ ଦୂରେଇ ରହି ସ୍ଥାୟୀ ଜୀବିକା ପନ୍ଥା ଆପଣାଇବା।
🔹 ସାଇବର ସୁରକ୍ଷା: ଇଣ୍ଟରନେଟ୍ର ସୁରକ୍ଷିତ ବ୍ୟବହାର ଓ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ଆଚରଣ।
ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଓ ସାମୂହିକ ପ୍ରଚେଷ୍ଟା ଦ୍ୱାରା ଏକ ନିଶାମୁକ୍ତ, ସାଇବର ସୁରକ୍ଷିତ ଓ ଦାୟିତ୍ୱଶୀଳ ସମାଜ ଗଠନ ପାଇଁ ପୋଲିସ ପ୍ରଶାସନ ପ୍ରତିବଦ୍ଧ।
#KantamallPolice #BoudhPolice #AwarenessProgram #DrugFreeSociety #CyberAwareness #OdishaPolice #Boudh
Baudh Sadar, Boudh (Bauda) | Aug 18, 2026