#ଜୟ_ହିନ୍ଦ୍_ନକହିବାରୁ_ବିବାଦ_ଓ_ବଦଳି
-ଆଇପିଏସ ଅଧିକାରୀ ବୁଶ୍ରା ବାନୋଙ୍କୁ ବଦଳି କଲେ ରାଜ୍ୟ ସରକାର
-ଅସସଲାମ ମାଲେକୁମ ଭିଡ଼ିଓ ଭାଇରାଲ ପରେ ଶୁଭେନ୍ଦୁ ସରକାର ନେଲେ କାର୍ଯ୍ୟାନୁଷ୍ଠାନ
-ଖଡ଼ଗପୁର ଅତିରିକ୍ତ ଏସପି ବୁଶ୍ରା ବାନୋଙ୍କୁ ରାଜ୍ୟ ସଶସ୍ତ୍ର ପୁଲିସର ଡେପୁଟି କମାଣ୍ଡାଣ୍ଟ ଭାବେ ବଦଳି କରିଦେଲେ ପଶ୍ଚିମବଙ୍ଗ ସରକାର
-ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଲାଗି ଏକ ପ୍ରେରଣାଦାୟୀ ଭିଡ଼ିଓ କରିଥିଲେ ବାନୋ
-ଭିଡ଼ିଓରେ ଜୟହିନ୍ଦ୍ ବା ବନ୍ଦେ ମାତରମ କହିନଥିଲେ
-ହିନ୍ଦୁ ଲିଗାଲ ଫଣ୍ଡ୍ ମୁଖ୍ୟ ସଚିବଙ୍କୁ ଫେରାଦ ହୋଇଥିଲା
-ଅସସଲାମ ଓ୍ୱାଲେକୁମରୁ ଆରମ୍ଭ କରି ଇନସାଆଲ୍ଲାହ କହିଥିଲେ,ଆଉ ଜଜାକଲ୍ଲାହ କହି କଥା ଶେଷ କରିଥିଲେ