Public App Logo
Profile Picture

TRUPTIMAYA TRIPATHY

@truptimaya634
725Followers
1Following
Video 0
Video 1
Video 2
Video 3
Video 4
Video 5
ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି!
 ସରପଞ୍ଚ ରହିବେ ଚାମେଲି!

କେନ୍ଦ୍ରାପଡ଼ା ଜିଲ୍ଲାର ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଏବଂ ସମ୍ପୃକ୍ତ ନିର୍ବାଚନ ପ୍ରକ୍ରିୟାକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଥିବା ଖବର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆଇନର ଗୁରୁତ୍ୱକୁ ପୁଣି ଥରେ ସ୍ପଷ୍ଟ କରିଛି।

ଅଗଷ୍ଟ ୧୩ ତାରିଖରେ ହୋଇଥିବା ଅନାସ୍ଥା ଭୋଟିଂକୁ ନେଇ ଚାଲିଥିବା ଆଇନଗତ ବିବାଦରେ ହାଇକୋର୍ଟଙ୍କ ଏହି ରାୟ ଚାମେଲି ଓଝାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।
ସଵୁଠାରୁ ଅଧିକ ଗାଳି ଖାଉଥିବା ପ୍ରଧାନମନ୍ତ୍ରୀ କିଏ ?
BSNL ସରକାରୀ Network, BSNL ଅବସ୍ଥା ଦେଖିଲେ ସତରେ ବିଶ୍ଵଗୁରୁ କେତେ ବିଶ୍ୱସ୍ତରୀୟ ଉନ୍ନତି କରିଛନ୍ତି ସ୍ପଷ୍ଟ ହେଇଯାଉଛି ?
Video 9
Video 10
ବିଜେପି ଏକ ନମ୍ବର...
୯୦ ବର୍ଷ ବୟସରେ ବି ଭତ୍ତା ପାଇଁ କାନ୍ଦୁଛନ୍ତି ବୃଦ୍ଧ, ୮ ମାସ ହେଲା ମିଳୁନି ଭତ୍ତା!

ଓଡ଼ିଶାର ବାସୁଦେବପୁର ବ୍ଲକ୍‌ରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଦୃଶ୍ୟ। ୯୦ ବର୍ଷୀୟ ଜଣେ ବୃଦ୍ଧା ପେନ୍‌ସନ୍‌ କାର୍ଯ୍ୟାଳୟ ସାମ୍ନାରେ ବସି କାନ୍ଦୁଛନ୍ତି। ତାଙ୍କ କହିବା ଅନୁସାରେ, ୮ ମାସ ହେଲା ତାଙ୍କୁ ଭତ୍ତା ମିଳୁନାହିଁ। ପଞ୍ଚାୟତ କାର୍ଯ୍ୟାଳୟକୁ ବାରମ୍ବାର ଯାଉଛନ୍ତି, ହେଲେ ଖାଲି ହାତରେ ଫେରୁଛନ୍ତି।
ବିଜେପି ଏକ ନମ୍ବର...
Video 14
ବିଜେପି ଏକ ନମ୍ବର...
ଓଡିଶା ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ୭୨୫୯ ପଦବୀ ପାଇଁ ବଡ ସୁଯୋଗ। ବିଭିନ୍ନ ପଦବୀ ପାଇଁ ଏଥର ଗୋଟିଏ କମ୍ବାଇନଡ ପରୀକ୍ଷା ଦେବେ ଆଶାୟୀ  । ଏନେଇ OUSSSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
Video 17
Video 18
Video 19
Video 20
Video 21
Video 22
Video 23
Video 24