୧୮ ରୁ କଟକ ଆନ୍ତର୍ଜାତିକ ବାଣିଜ୍ୟମେଳା
୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ ଭାଗ ନେବେ
କଟକର ଐତିହାସିକ ବାଲିଯାତ୍ରା ତଳ ପଡ଼ିଆରେ ଚଳିତ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେଉଛି କଟକ-ଆନ୍ତର୍ଜାତିକ ବାଣିଜ୍ୟମେଳା । ଏହା ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।
Bargarh, Bargarh (Baragarh) | Sep 16, 2026