ମାର୍ଶାଘାଇ ରୁ ଅଗୁଳାଇ ମୁଖ୍ୟ ରାସ୍ତାର ଦୟନୀୟ ଅବସ୍ଥା !
ମାର୍ଶାଘାଇ ରୁ ଅଗୁଳାଇ ଯାଇଥିବା ମୁଖ୍ୟ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି। ବର୍ଷା ପାଣି ଜମି ରହିବା ଫଳରେ ଛୋଟ ବଡ଼ ଗାଡ଼ି ଚଳାଚଳ ବହୁତ କଷ୍ଟକର ହେଉଛି। ସ୍କୁଲ ଛାତ୍ରଛାତ୍ରୀ, ରୋଗୀ ଏବଂ ସାଧାରଣ ଜନତା ପ୍ରତିଦିନ ହଇରାଣ ହେଉଛନ୍ତି। ଦୁର୍ଘଟଣା ଆଶଙ୍କା ମଧ୍ୟ ବଢିଛି।
ତେଣୁ ମାନ୍ୟବର ବିଡ଼ିଓ, ମାର୍ଶାଘାଇ ବ୍ଲକ ପ୍ରଶାସନ ଏବଂ ପୂର୍ତ ବିଭାଗକୁ ବିନମ୍ର ଅନୁରୋଧ, ଏହି ରାସ୍ତାର ଖାଲଖମା ତୁରନ୍ତ ମରାମତି କରି ଯାତାୟାତ ସୁବିଧା କରାଯାଉ।
ଜନସାଧାରଣଙ୍କ ସ୍ୱାର୍ଥରେ ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ।
#Marshaghai #Agulai #Kendrapara #RoadRepair #Odisha
Bhubaneswar, Khordha | Sep 23, 2026