Public App Logo
⚠️ #Colombia ରେ ୭.୪ ତୀବ୍ରତାର ଭୂକମ୍ପ, ଶତାଧିକ ମୃତ ⚠️ ୧୫ଶହରୁ ଅଧିକ କୋଠାବାଡି କ୍ଷତିଗ୍ରସ୍ତ ହୋଇଛି ⚠️ ସରକାର ଘୋଷଣା କଲେ ଜରୁରୀ ପରିସ୍ଥିତି ⚠️ ଭଗ୍ନାବଶେଷ ତଳେ ଅନେକ ଲୋକ ଫସିଥିବା ଆଶଙ୍କା #Earthquake #SouthAmerica #ColombiaEarthquake - Konark News