#ଗ୍ରାମରେ_ଉତ୍ତେଜନା
#ବ୍ରାଉନ_ସୁଗର_ସହ_ଯୁବକକୁ_ଧରିଲେ_ଗ୍ରାମବାସୀ ।
ବାଲିଆପାଳ ଅଞ୍ଚଳରେ ଏବଂ ବଢ଼ିଚାଲିଛି ବ୍ରାଉନ ସୁଗର ରାକେଟ । ଦୀର୍ଘ ଦିନ ଧରି ବେତଗଡିଆ ପଞ୍ଚାୟତରେ ଥିବା ନାରାୟଣପୁର ଅଞ୍ଚଳରେ ଦିନକୁ ଏହି ଧଳା ଜହରର ସାମ୍ରାଜ୍ୟ ବିସ୍ତାର ହୋଉଥିବାରୁ ଚିନ୍ତାରେ ଗ୍ରାମବାସୀ । ଆଜି ସକାଳେ ଜଣେ ସ୍ଥାନୀୟ ଯୁବକ ଜଣେ ଧଳା ଜହର ନେଇ ଯାଉଥିବାର ସନ୍ଦେହ କରି ଯୁବକ ଧରିଥିଲେ ।
#spbalasore #OdishaPolice #Baliapal #BASTA #balasore
Ajit Kumar Sahoo Journalist Rajkishore Behera Rabinarayan Satpathy Rajesh Behera Kanak News Surajtv Odia
Basta, Balasore | Sep 12, 2026