Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Bihar
कांग्रेस
बीजेपी
Uttar_pradesh
Congress
Modi
Delhi
Viral
Breakingnews
गिरफ्तार
Narendramodi
Madhya_pradesh
Pmmodi
Rahulgandhi
Uttarpradesh
Haryana
Jdu
Crimenews
Sitapur
Firozabad
Breaking
किया
Politics
Yogi
Biharnews
mahimatv
3
#ଗ୍ରାମରେ_ଉତ୍ତେଜନା #ବ୍ରାଉନ_ସୁଗର_ସହ_ଯୁବକକୁ_ଧରିଲେ_ଗ୍ରାମବାସୀ । ବାଲିଆପାଳ ଅଞ୍ଚଳରେ ଏବଂ ବଢ଼ିଚାଲିଛି ବ୍ରାଉନ ସୁଗର ରାକେଟ । ଦୀର୍ଘ ଦିନ ଧରି ବେତଗଡିଆ ପଞ୍ଚାୟତରେ ଥିବା ନାରାୟଣପୁର ଅଞ୍ଚଳରେ ଦିନକୁ ଏହି ଧଳା ଜହରର ସାମ୍ରାଜ୍ୟ ବିସ୍ତାର ହୋଉଥିବାରୁ ଚିନ୍ତାରେ ଗ୍ରାମବାସୀ । ଆଜି ସକାଳେ ଜଣେ ସ୍ଥାନୀୟ ଯୁବକ ଜଣେ ଧଳା ଜହର ନେଇ ଯାଉଥିବାର ସନ୍ଦେହ କରି ଯୁବକ ଧରିଥିଲେ । #spbalasore #OdishaPolice #Baliapal #BASTA #balasore Ajit Kumar Sahoo Journalist Rajkishore Behera Rabinarayan Satpathy Rajesh Behera Kanak News Surajtv Odia
Basta, Balasore
| Sep 12, 2026
#ଗ୍ରାମରେ_ଉତ୍ତେଜନା
#ବ୍ରାଉନ_ସୁଗର_ସହ_ଯୁବକକୁ_ଧରିଲେ_ଗ୍ରାମବାସୀ
#spbalasore
#odishapolice
#baliapal
#basta
#balasore
MORE NEWS
ସେବା ସେତୁ ଅଭିଯାନ ରେ ଏମିତି ରହିଛି ବସ୍ତା ବ୍ଲକରେ ଅନୁଷ୍ଠିତ। Mahima TV
Basta, Balasore | Oct 12, 2026
#ବଳ_ଗୋଟାଉଛି_ବସ୍ତା_ବିଜେଡ଼ି । ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଟିପୋଲ ପ୍ରିନ୍ସ କଲ୍ୟାଣ ମଣ୍ଡପ ରେ ବିଜୁଜନତା ଦଳ ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବାଲିଆପାଳ ବିଜେଡି ସଭାପତି ଭଗବାନ ଗିରି ଙ୍କ ସଭାପତିତ୍ୱ ରେ ନିର୍ବାଚନ ମଣ୍ଡଳୀ ସଂଯୋଜକ ମହାଦେବ ଦାସ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବରିଷ୍ଠ ନେତା ଚିତ୍ତରଞ୍ଜନ ଦାସ,ପରମେଶ୍ୱର ବାରିକ ପ୍ରମୁଖ ଙ୍କ ଉପସ୍ଥିତି ରେ ଅଜୟ କୁମାର ଜେନା ତାଙ୍କ ସମର୍ଥକ ଙ୍କ ସହ ବିଜୁ ଜନତା ଦଳ ରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ । #newsfeed #PoliticalNews #bjd #BASTA #balasore #mahimatv
Basta, Balasore | Oct 12, 2026
#ଛାତ୍ର_ସଂସଦ_ନିର୍ବାଚନ_ପୂର୍ବରୁ_କଲେଜ_ଛାତ୍ରୀ_ଙ୍କୁ_ଧମକ ଚାନ୍ଦବାଲି କଲେଜର ଛାତ୍ରୀ କୁ ବିଜେପି ନାରୀନେତ୍ରୀ ଫୋନ ଯୋଗେ ରେଷନ ଓ ସୁଭଦ୍ରା ଯୋଜନା କାଟିବାକୁ ଧମକ । #mahimatv
Basta, Balasore | Oct 11, 2026
#ବିଜୁଜନତା_ଦଳର_ମିଶ୍ରଣ_ପର୍ବ ।
Basta, Balasore | Oct 11, 2026
#ବିଜୁଜନତା_ଦଳରେ_ଯୋଗ_ଦେଲେ_ରବିନ୍ଦ୍ର_ଜେନା ବସ୍ତା ର୍ନିବାଚନ ମଣ୍ଡଳୀ ର ବିଜୁଜନତା ଦଳ ପକ୍ଷରୁ ଆଜି ମଥାନୀ କଟି ପୋଲ ପ୍ରିନ୍ସ କଲ୍ୟାଣ ମଣ୍ଡପ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ । ବାଲିଆପଳ ବ୍ଲକ ବଣିଆ ଡିହା ପଞ୍ଚାୟତ ରେ ଲୋକେ ଦଳରେ ସାମିଲ ହୋଇଛନ୍ତି ।
Basta, Balasore | Oct 11, 2026
ବସ୍ତା ର୍ନିବାଚନ ମଣ୍ଡଳୀ ର ବିଜୁଜନତା ଦଳର ମିଶ୍ରଣ ପର୍ବ । ବାଲିଆପଳ ବ୍ଲକ ର ବଣିଆଡିହା ପଞ୍ଚାୟତ ର ଅଜୟ କୁମାର ଜେନା ଆଜି ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ । #mahimatv #basta #baliapal #balasore Mahadev Das Jyoti Prakash Panigrahi Naveen Patnaik Rajesh Behera Rajkishore Behera Ajit Kumar Sahoo Journalist
Basta, Balasore | Oct 11, 2026
କଲେଜ ଇଲେକ୍ସନ ରେ ପୋଲିସ ଦବଙ୍ଗଗିରି । #mahimatv #students #StudentSuccess Mahima TV Naveen Patnaik Rajkishore Behera Rajesh Giri Ipshitaa Sahoo Mahadev Das
Basta, Balasore | Oct 10, 2026
ଛାତ୍ର ସଂସଦ ନିର୍ବାଚନରେ #ABVP ବଳ ପ୍ରୟୋଗ କରି #BCJD ପ୍ରାର୍ଥୀଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି ସରକାର । ଏହାର ନଗ୍ନ ନମୁନା ଆଜି ଦେଖିବାକୁ ମିଳିଛି ଦୀନକୃଷ୍ଣ ମହାବିଦ୍ୟାଳୟ ସମ୍ମୁଖରେ । ଏହି ଘଟଣାକୁ ମୁଁ ତୀବ୍ର ନିନ୍ଦା କରୁଛି । ଭାରତୀୟ ଜନତା ପାର୍ଟିର ଏଭଳି ଗୁଣ୍ଡାଗର୍ଦ୍ଦି ଚଳିବ ନାହିଁ ।
Basta, Balasore | Oct 10, 2026
#ବାଲେଶ୍ଵର_ଟାଉନ୍_ପୋଲିସ_ର_ଦବଙ୍ଗଗିରି #mahimatv #balasore #OdishaPolice #ବିଜୁ_ଛାତ୍ର_ଜନତା_ଦଳର_ସଭାପତିଙ୍କୁ_ଉଠାଇଆଣିଲା_ପୋଲିସ Naveen Patnaik Tapas Kumar Panigrahi Jyoti Prakash Panigrahi Ipshitaa Sahoo Biju Janata Dal Odisha Harekrushna Pradhan
Basta, Balasore | Oct 10, 2026