Public App Logo
#ପୁରୀ_ଶ୍ରୀମନ୍ଦିରରେ_ଅଘଟଣ! ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲାରେ ୭୫ ବର୍ଷୀୟ ଶ୍ରଦ୍ଧାଳୁଙ୍କ ମୃତ୍ୟୁ। ପ୍ରବଳ ଗହଳି ଯୋଗୁଁ ଅଣନିଶ୍ୱାସୀରେ ତାଙ୍କର ମୃତ୍ୟୁ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ।ପୋଲିସ କହୁଛି ତାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି। #Odisha #OdishaNews #PuriDham #PuriNews - Konark News