ମାଲକାନଗିରିର ସ୍ୱାସ୍ଥ୍ୟସେବା ସୁଦୃଢ଼ କରିବା ଲକ୍ଷ୍ୟରେ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ସହ ବିଧାୟକ ନରସିଂହ ମାଡ଼କାମୀଙ୍କ ଆଲୋଚନା । ଅତିଶୀଘ୍ର ଡାକ୍ତର ନିଯୁକ୍ତି ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଓ ଡିଜିଟାଲ ଏକ୍ସ-ରେ ଭଳି ନୂତନ ସୁବିଧା ପାଇଁ ପ୍ରତିଶ୍ରୁତି । କାଲିମେଳା ସିଏଚସିରେ ଡାୟାଲିସିସ୍ କେନ୍ଦ୍ର ସହ ପଡ଼ିଆ, ଖଇରପୁଟ, ମାଥିଲି ଓ ଚିତ୍ରକୋଣ୍ଡାରେ ନିୟମିତ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ।
#Malkangiri #HealthCare #NarsinghaMadkami #MukeshMahaling #MalkangiriNews #DailyMalkangiri