Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ମନମୁଣ୍ଡା ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ୫ଟି ମୋଟରସାଇକେଲ ଜବତ ​ମନମୁଣ୍ଡା ଥାନା ଅନ୍ତର୍ଗତ ସଗଡ଼ା ଫାଣ୍ଡି ଅଧୀନରେ ଥିବା ଖଣ୍ଡିକାନପା ଗ୍ରାମର ରାସ୍ତାକଡ଼ ଜଙ୍ଗଲରୁ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ପୋଲିସ ଏକ କେସ୍ (Case No-288, Dtd. 10.07.2026, U/S-20(b)(ii)(C) NDPS Act) ରୁଜୁ କରି ତଦନ୍ତ ଚଳାଇଛି। ​ଜବତ ହୋଇଥିବା ସାମଗ୍ରୀ: ​ଗଞ୍ଜେଇ: ୪ କ୍ୱିଣ୍ଟାଲ ୧ କିଲୋଗ୍ରାମ ୮୪୦ ଗ୍ରାମ ​ ୫ଟି ମୋଟରସାଇକେଲ: ​ହିରୋ ଗ୍ଲାମର (OD-04R-2719) ​ହୋଣ୍ଡା ସାଇନ୍ (OD-21K-7704) ​ହିରୋ ଗ୍ଲାମର (OD-15M-9824) ​ହିରୋ HF ଡିଲକ୍ସ (ଇଞ୍ଜିନ ନମ୍ବର: HA11EJF9G04489) ​ବଜାଜ ପଲସର (OD-04M-0209) ​#ManamundaPolice #OdishaPolice #DrugFreeOdisha #GanjaSeized #CrimeNews #Baudh News

MORE NEWS