Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

#ହଟହଟା_ହେଲେ_ରାଜସ୍ୱ_ମନ୍ତ୍ରୀ #ବାଟ_ଛାଡ଼ିଲେନି_ଦଳୀୟ_କର୍ମୀ #2ବର୍ଷପୂର୍ତ୍ତିପାଳନ_କରୁଛିବିଜେପି_ଏପଟେଦଳ_ହେଲାଣିଗଡ଼ବଡ଼! କନ୍ଦାଗାଡ଼ରେ ବିରୋଧ ପ୍ରଦର୍ଶନ । ଦଳୀୟ କର୍ମୀ ହିଁ ବିରୋଧ କଲେ । କାହିଁକି ମନ୍ତ୍ରୀଙ୍କୁ ବିରୋଧ କରାଗଲା ସେନେଇ ସୂଚନା ଆସିନି ନିଜ ଜିଲ୍ଲାରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିରୋଧ କଲେ ବିଜେପି କର୍ମୀ ...ସୁରେଶ୍ ପୁଜାରୀ ଗୋ ବ୍ୟାକ୍ ନାରା ଦେଲେ -.... ଦେଖନ୍ତୁ ସେ ସମୟର ଦୃଶ୍ୟ...

MORE NEWS

🫵ଶିକ୍ଷକ ଙ୍କୁ ମିଳିଲା ଡକ୍ଟରେଟ ଉପାଧି 
🫵ଗୋଦାବରୀଶମିଶ୍ର ସ୍କୁଲ ନିର୍ମାଣ ପାଇଁ ଜମି ଚିହ୍ନଟ 
🫵ବିଦ୍ୟାଳୟର ପ୍ରତିଷ୍ଠା ଦିବସ 
.
.
#OdishaTour #odishatour #ePaperRUDREYA #OdiaGKUpdate 
#MahibeVlog #mahibevlog #mahibeofficialvlog #himansupress

🫵ଶିକ୍ଷକ ଙ୍କୁ ମିଳିଲା ଡକ୍ଟରେଟ ଉପାଧି 🫵ଗୋଦାବରୀଶମିଶ୍ର ସ୍କୁଲ ନିର୍ମାଣ ପାଇଁ ଜମି ଚିହ୍ନଟ 🫵ବିଦ୍ୟାଳୟର ପ୍ରତିଷ୍ଠା ଦିବସ . . #OdishaTour #odishatour #ePaperRUDREYA #OdiaGKUpdate #MahibeVlog #mahibevlog #mahibeofficialvlog #himansupress

Baudh Sadar, Boudh (Bauda) | Jul 12, 2026

ବହିରା କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l 

ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ୟୁଜିଏମଇ ସ୍କୁଲ ଠାରେ କ୍ଲଷ୍ଟର ସ୍ତରୀୟ ତିନି ଜଣ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବହିରା କ୍ଲଷ୍ଟର ସି ଆର ସି ସି ତୋଶୋଣ କୁମାର ମହାକୁଳ ସଭାପତିତ୍ୱ କରିଥିବାବେଳେ ସହକାରୀ ଶିକ୍ଷକ ହିମାଂଶୁ ଶେଖର ବିଶି ଅତିଥି ମାନଙ୍କୁ ସ୍ୱାଗତ ସହିତ ପରିଚୟ ପ୍ରଦାନ କରିଥିଲେ l ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରବୀଣ କୁମାର ରଥ,ପୂର୍ବତନ ପ୍ରଧାନ ଶିକ୍ଷକ ସୁଦାମ ଶେଖର ପୁରୋହିତ ଓ ପୂର୍ବତନ ସିଆରସିସି ଶଙ୍କର୍ଷଣ ହାତୀ ଯୋଗଦେଇ ବିଦାୟୀ ଶିକ୍ଷକ ଗଣ୍ଡାରାମ ସାହୁ,ହାଡିବନ୍ଧୁ ସାହୁ ଓ ବାବୁଲାଲ ବଘାରଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଉପସ୍ଥିତ ବହିରା କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ  ମାନେ ଆୟୋଜନରେ ସହଯୋଗ କରିବା ସହିତ ବିଦାୟୀ ଶିକ୍ଷକ ମାନଙ୍କ ଅବସର ଜୀବନ ସୁଖମୟ କାମନା କରିଥିଲେ l ଶେଷରେ ଶିକ୍ଷକ ଗିରିଶ ଚନ୍ଦ୍ର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ l

ବହିରା କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ୟୁଜିଏମଇ ସ୍କୁଲ ଠାରେ କ୍ଲଷ୍ଟର ସ୍ତରୀୟ ତିନି ଜଣ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବହିରା କ୍ଲଷ୍ଟର ସି ଆର ସି ସି ତୋଶୋଣ କୁମାର ମହାକୁଳ ସଭାପତିତ୍ୱ କରିଥିବାବେଳେ ସହକାରୀ ଶିକ୍ଷକ ହିମାଂଶୁ ଶେଖର ବିଶି ଅତିଥି ମାନଙ୍କୁ ସ୍ୱାଗତ ସହିତ ପରିଚୟ ପ୍ରଦାନ କରିଥିଲେ l ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରବୀଣ କୁମାର ରଥ,ପୂର୍ବତନ ପ୍ରଧାନ ଶିକ୍ଷକ ସୁଦାମ ଶେଖର ପୁରୋହିତ ଓ ପୂର୍ବତନ ସିଆରସିସି ଶଙ୍କର୍ଷଣ ହାତୀ ଯୋଗଦେଇ ବିଦାୟୀ ଶିକ୍ଷକ ଗଣ୍ଡାରାମ ସାହୁ,ହାଡିବନ୍ଧୁ ସାହୁ ଓ ବାବୁଲାଲ ବଘାରଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଉପସ୍ଥିତ ବହିରା କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଆୟୋଜନରେ ସହଯୋଗ କରିବା ସହିତ ବିଦାୟୀ ଶିକ୍ଷକ ମାନଙ୍କ ଅବସର ଜୀବନ ସୁଖମୟ କାମନା କରିଥିଲେ l ଶେଷରେ ଶିକ୍ଷକ ଗିରିଶ ଚନ୍ଦ୍ର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ l

Baudh Sadar, Boudh (Bauda) | Jul 12, 2026

ଲଗାଣ ବର୍ଷା ପରେ ଦୃତ ଗତିରେ ଆଗେଇ ଚାଲିଛି ଏହି ରେଳ ଷ୍ଟେସନର କାମ #indianrailway #railwaystation #Stationworkupdate #railwaystationworkupdate #RailwayLineUpdate #Allworkprogress #OdishaTour

ଲଗାଣ ବର୍ଷା ପରେ ଦୃତ ଗତିରେ ଆଗେଇ ଚାଲିଛି ଏହି ରେଳ ଷ୍ଟେସନର କାମ #indianrailway #railwaystation #Stationworkupdate #railwaystationworkupdate #RailwayLineUpdate #Allworkprogress #OdishaTour

Baudh Sadar, Boudh (Bauda) | Jul 11, 2026