କେନ୍ଦ୍ରାପଡ଼ା ଜିଲ୍ଲାରେ ରାସ୍ତା ନାହିଁ, ଅଛି କେବଳ ଗାତ!
ଏ ରାସ୍ତା ନା ମରଣ ଯନ୍ତା?
ବର୍ଷା ଦିନେ ପୋଖରୀ, ଖରା ଦିନେ ଧୂଳି - ଏହା ହେଉଛି ଆମ କେନ୍ଦ୍ରାପଡ଼ାର ବାସ୍ତବ ଚିତ୍ର। ପ୍ରତିଦିନ ଶହ ଶହ ଲୋକ ଏହି ଭଙ୍ଗା ରାସ୍ତାରେ ଯାତାୟାତ କରୁଛନ୍ତି, ଦୁର୍ଘଟଣାର ଶିକାର ହେଉଛନ୍ତି। ରୋଗୀ, ଛାତ୍ରଛାତ୍ରୀ, ସାଧାରଣ ଜନତା ସମସ୍ତେ ହନ୍ତସନ୍ତ।
ପ୍ରଶାସନ କଣ ଶୋଇଛି? ଏତେ ଅଭିଯୋଗ ପରେ ବି କାହିଁକି ପଡୁନି ପ୍ରଶାସନର ଦୃଷ୍ଟି?
ଆଉ କେତେ ଦିନ ଅପେକ୍ଷା କରିବୁ ଆମେ?
ଏହି ପୋଷ୍ଟକୁ ଅଧିକରୁ ଅଧିକ Share କରନ୍ତୁ ଯେମିତି ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚିପାରିବ।
#Kendrapara #କେନ୍ଦ୍ରାପଡ଼ା #RoadIssue #Odisha #ପ୍ରଶାସନ_ଦୃଷ୍ଟି_ଦିଅ
Bhubaneswar, Khordha | Sep 24, 2026