Public App Logo
Profile Picture

Mangalpur News

@jajpurkhabar
134715Followers
14Following
ବିଞ୍ଝାରପୁର: ଯାଜପୁର ଜିଲ୍ଲାବାସୀ ଙ୍କ ପକ୍ଷରୁ ଯାଜପୁର ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ବିଞ୍ଝାରପୁର: ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କ ସହ ଯାଜପୁର ଜିଲ୍ଲାପାଳଙ୍କ ଅଫିସରେ ଆଲୋଚନା କଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ
ବିଞ୍ଝାରପୁର: ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଶତାଧିକ ବ୍ୟବସାୟୀଙ୍କ ବିକ୍ଷୋଭ ଓ ପ୍ରତିବାଦ
ବିଞ୍ଝାରପୁର: ନିଜାମପୁରରେ ସର୍ଟସର୍କିଟ ଯୋଗୁଁ ଜଳିଗଲା ୩ଟି ବାଇକ, ସାଇକେଲ ଓ ଟ୍ରଲି
ବିଞ୍ଝାରପୁର: ବୋଲବମ ଯାତ୍ରା ପାଇଁ ପାଣି ଉଠାଇବା ବେଳେ ବୈତରଣୀ ନଦୀର ବଲ୍ଲଭି ଘାଟରେ ବୁଡି କାଉଡ଼ିଆଙ୍କ ମୃତ୍ୟୁ
ବିଞ୍ଝାରପୁର: ବିଞ୍ଝାରପୁର ଜଳ ସମ୍ପଦ ବିଭାଗ କାର୍ଯାଳୟ ସମ୍ମୁଖରେ ଧାରଣାରେ ବସିଲେ ଚାଷୀ
ବିଞ୍ଝାରପୁର: ଭୂମିକା ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିକ୍ରିୟା ରଖିଲେ ସିଡିଏମଓ ଶିବାଶିଷ ମହାରଣା
ବିଞ୍ଝାରପୁର: ଲଗାଣ ବର୍ଷାରେ ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ବ୍ୟବସାୟୀଙ୍କ ରାସ୍ତାରୋକ
ବିଞ୍ଝାରପୁର: ଧର୍ମଶାଳା ବ୍ଲକ ପରିସରରୁ ପୂର୍ବତନ ମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବି କରାଯାଇଥିବା ସୂଚନା
ବିଞ୍ଝାରପୁର: ଯାଜପୁର ଦୁଇ ନମ୍ବର କେନାଲର କଳିନ୍ଦ୍ରାବାଦ ନିକଟରେ ଭାସି ତୃତୀୟ ଶ୍ରେଣୀର ଛାତ୍ର ମୃତ
ବିଞ୍ଝାରପୁର: ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ୫୦ ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ
ବିଞ୍ଝାରପୁର: ଯାଜପୁର ଗଜିପାଢି ଛକ ନିକଟରେ ଅତ୍ୟଧିକ ଯାତ୍ରୀ ଭଡ଼ା ଅଭିଯୋଗ ପରେ ପରିବହନ ବିଭାଗର କଡାକଡି ଯାଞ୍ଚ୍
ବିଞ୍ଝାରପୁର: ଛନ୍ଦାମୁଣ୍ଡ ଗାଁରେ ପୂର୍ବଶତ୍ରୁତା ତଥା ଜମିଜମାକୁ କେନ୍ଦ୍ର କରି ଆକ୍ରମଣ, ଥାନାରେ ଅଭିଯୋଗ
ବିଞ୍ଝାରପୁର: ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଜନଜାଗରଣ ଅଭିଯାନ ଅନୁଷ୍ଠିତ
ବିଞ୍ଝାରପୁର: ଯାଜପୁରରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ
ବିଞ୍ଝାରପୁର: ଯାଜପୁର ବ୍ଲକ ପରିସର ରେ ଥିବା ସମ୍ମିଳନୀ କକ୍ଷରେ ଯାଜପୁର ପଞ୍ଚାୟତ ସମିତି ର ତୃତୀୟ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।
ବିଞ୍ଝାରପୁର: ତାଉନ୍ତରା ଛକ ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ରୋଗୀ ମୃତ, ୪ ଗୁରୁତର
ବିଞ୍ଝାରପୁର: ଯାଜପୁର ସହରର ଶାନ୍ତି ମଣ୍ଡପରେ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ବିଞ୍ଝାରପୁର: ଯାଜପୁର ପୋକ୍ସୋ କୋର୍ଟ ରେ ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡାଦେଶ
ବିଞ୍ଝାରପୁର: ମଙ୍ଗଳପୁର ଥାନା ଅଞ୍ଚଳ ରେ ନାବାଳିକା ଦୁଷ୍କର୍ମ ଘଟଣା ରେ
ସମ୍ପର୍କ ରେ ସୂଚନା ଦେଲେ ସରକାରୀ ଓକିଲ ପାର୍ଥ ସାରଥୀ ରାୟ।
ବିଞ୍ଝାରପୁର: ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାମାନ୍ୟ ବର୍ଷା ହେଲେ ବାରଣ୍ଡାରେ ପାଣି, ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅଭିଯୋଗ
ବିଞ୍ଝାରପୁର: ତରାଙ୍ଗ ସାଗରପୁର ଠାରେ ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ
ବିଞ୍ଝାରପୁର: ନୂଆଗାଁରେ ବେଆଇନ ଭାବେ ଚାଲୁଥିବା ଶିଶୁ ପରିଚର୍ଯ୍ୟା କେନ୍ଦ୍ର ଉପରେ ଚଢ଼ାଉ କରିବାକୁ ଯାଇ ଖାଲି ହାତରେ ଫେରିଲେ ପ୍ରଶାସନ
ବିଞ୍ଝାରପୁର: ବିଞ୍ଝାରପୁର ଥାନା ଅରେଇ ଅଞ୍ଚଳ ରେ ନାବାଳିକା ଦୁଷ୍କର୍ମ ଘଟଣା ରେ ସହଯୋଗୀଙ୍କୁ ଗିରଫ କରିଛି ବିଞ୍ଝାରପୁର ପୋଲିସ
ବିଞ୍ଝାରପୁର: ଦଶରଥପୁର ବ୍ଲକ ମଙ୍ଗଳପୁରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ