ବିଞ୍ଝାରପୁର: ଯାଜପୁର ଗଜିପାଢି ଛକ ନିକଟରେ ଅତ୍ୟଧିକ ଯାତ୍ରୀ ଭଡ଼ା ଅଭିଯୋଗ ପରେ ପରିବହନ ବିଭାଗର କଡାକଡି ଯାଞ୍ଚ୍
ଅତ୍ୟଧିକ ଯାତ୍ରୀ ଭଡ଼ା ଅଭିଯୋଗ ପରେ ପରିବହନ ବିଭାଗର କଡାକଡି ଯାଞ୍ଚ୍ । ଯାଜପୁରରୁ କଟକ,ଭୁବନେଶ୍ୱର ତଥା ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ଯାତ୍ରୀବାହୀ ବସ୍ ଯାତ୍ରୀ ମାନଙ୍କ ଠାରୁ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଯାତ୍ରୀ ଭଡ଼ା ଠାରୁ ଅତ୍ୟଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ପରେ ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ ନୀଳକଣ୍ଠ ପ୍ରଧାନଙ୍କ ନେତୃତ୍ବରେ ଯାଜପୁର ସଦର ଥାନା ଗଜିପାଢି ଛକ ନିକଟ ରେ ବସ୍ ଗୁଡ଼ିକର ଯାଞ୍ଚ କଡାକଡି କରାଯାଇଛି।