ବିଞ୍ଝାରପୁର: ବିଞ୍ଝାରପୁର ଥାନା ଅରେଇ ଅଞ୍ଚଳ ରେ ନାବାଳିକା ଦୁଷ୍କର୍ମ ଘଟଣା ରେ ସହଯୋଗୀଙ୍କୁ ଗିରଫ କରିଛି ବିଞ୍ଝାରପୁର ପୋଲିସ
ବିଞ୍ଝାରପୁର ଅରେଇ ଗ୍ରାମ ର ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣା ରେ ବିଞ୍ଝାରପୁର ପୋଲିସ ଜଣେ ସହଯୋଗୀ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବଡମଲ୍ଲିପୁର ଗ୍ରାମ ର ଅଭୟ ମଲ୍ଲିକ। ଏନେଇ ପୀଡିତାଙ୍କ ପରିବାର ପକ୍ଷ ରୁ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ କରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।