Public App Logo
Profile Picture

Update Bijepur

@updatebijepur
153800Followers
0Following
ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟା ଗାଇସିଲେଟ ବ୍ଲକର  ଜାମୁଟ ବାହାଲ ଗ୍ରାମ ର ବିଭିନ୍ନ ସମସ୍ୟା ବୁଝିଲେ
ବିଜେପୁର: ଗାଇସିଲେଟ ଶିଶୁ ମନ୍ଦିର ଠାରେ ଆଜି ବାର୍ଷିକ ମହୋତ୍ସବ ର ଉଦଯାପନୀ ମହୋତ୍ସବ ଅନୁଷ୍ଠିତ
ବିଜେପୁର: ଆଜି ବିଜେପୁର NAC ର କାଉନସିଲ ବୈଠକ ରେ ଯୋଗଦାନ କଲେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟା
ବିଜେପୁର: ବରପାଲି ବାଳକ ଉଚ୍ଚବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ଯୋଗଦାନ କଲେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟା l
<nis:link nis:type=tag nis:id=manasmaha nis:value=manasmaha nis:enabled=true nis:link/>
ବିଜେପୁର: ଗାଇସିଲେଟ ସରସ୍ଵତୀ ଶିଶୁ ମନ୍ଦିର ରଜତ ଜୟନ୍ତୀ ଉତ୍ସବ, ଯୋଗଦେଲେ  ମନ୍ତ୍ରୀ ଓ ବିଧାୟକ
ବିଜେପୁର: ବଡ଼ବାଉସେନ ଗ୍ରାମ ପଞ୍ଚାୟତର ସାଲେଦମକି ଗ୍ରାମ ରାସ୍ତା ନିର୍ମାଣ କାମକୁ ନେଇ ଉଠିଛି ପ୍ରଶ୍ନ, ନିମ୍ନ ମାନର କାର୍ଯ୍ୟ ଉପରେ ଲୋକଙ୍କ ଅଭିଯୋଗ
ବିଜେପୁର: ବିଜେପୁର ସରସ୍ୱତୀ ଶିଶୁମନ୍ଦିରର ୩୦ତମ ବାର୍ଷିକ ଉତ୍ସବ ଭବ୍ୟ ଭାବେ ଉଦ୍‌ଯାପିତ
ବିଜେପୁର: ଗାଇସିଲେଟ ସରସ୍ବତୀ ଶିଶୁ ମନ୍ଦିର ରଜତ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ବିଜେପୁର: କଠଉମାଲ ବିରେନ୍ଦ୍ର କୁମାର ମହା ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଓ ସ୍ବର୍ଗତ ବିରେନ୍ଦ୍ର କୁମାରଙ୍କ ପ୍ରତିମୂର୍ତ୍ତି ର ଉନ୍ମୋଚନ କଲେ ବିଧାୟକ
ବିଜେପୁର: ବିଜେପୁର ଠାରେ ନଗର ମଣ୍ଡଳ ର ସାଙ୍ଗଠlନିକ ଓ ଏସ ଆଇ ଆର ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି
ବିଜେପୁର: ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା ଙ୍କ ନେତୃତ୍ୱରେ ବିଜେପୁର ଠାରେ ବନ୍ଦେ ମାତରଂ ଓ ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ସଂକଳ ବୈଠକ ହୋଇଥିଲା
ବିଜେପୁର: ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରପାଲି ବ୍ଲକ ତରଫରୁ କଦଳୀପାଳି ଠାରେ ବୀରତା ଦିବସ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା
ବିଜେପୁର: ଦିଲ୍ଲୀ ଠାରେ ଆଜି ନୀତିନ ଙ୍କୁ ଭେଟିଲେ ବିଜେପୁର ବିଧାୟକ
ବିଜେପୁର: କଟାବାହାଲ ଠାରେ ବିଡିଓ ଙ୍କ ଗସ୍ତ
ବିଜେପୁର: ଆଜି ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ଗାଇସିଲଟ ବ୍ଲକ କେନ୍ଦୁମାଲ, ଏବଂ ଯୁବାଖୋଲ ଗାଁରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବିଜେପୁର: ଚାରପାଲି ଠାରେ ଜଗନ୍ନାଥ ଙ୍କୁ ଗାଁ ମାଟିରେ ସାଂସ୍କୃତିକ ନଗର ପରିକ୍ରମା ସହ ଭବ୍ୟ ସ୍ୱାଗତ
ବିଜେପୁର: ସରଧାପାଲି ନୁଆପାଲି ଧାନମଣ୍ଡି ରେ ମାଟି ତଳକୁ ଧସି ଗଲା ଟ୍ରକ ଚକ
ବିଜେପୁର: ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ଗାଇସିଲେଟ ବ୍ଲକ ସଂଘ ତରଫରୁ ବୀରତା ଦିବସ ପାଇଁ  ଜାମୁଟପାଲି ଗାଁରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବିଜେପୁର: ଗାଇସିଲେଟ ବ୍ଲକ ପଶ୍ଚିମ ଓଡିଶା ଆଦିବାସୀ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
ବିଜେପୁର: ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ଗାଇସିଲେଟ ବ୍ଲକ ପକ୍ଷରୁ ବୀରତା ଦିବସ ପାଇଁ କନ୍ଧୁମୁଣ୍ଡା, ଗୌରେନମୁଣ୍ଡା ଗାଁରେ ପ୍ରସ୍ତୁତି ଅନୁଷ୍ଠିତ
ବିଜେପୁର: ବିଜେପୁର ଥାନାକୁ ମହିଳା କମିଶନ ସଦସ୍ୟ ଶ୍ରୀମତୀ ମୁକ୍ତା ସାହୁଙ୍କ ପରିଦର୍ଶନ
ବିଜେପୁର: ବିଜେପୁର ବିଧାୟକ ସନତ କୁମାର ଗାଡତୀୟାଙ୍କ ବାସଭବନକୁ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁଙ୍କ ସୌଜନ୍ୟ ମୂଳକ ସାକ୍ଷାତ
ବିଜେପୁର: ଅମଳିପାଳି ଗ୍ରାମର ଡାକ୍ତର ସାହୁଙ୍କ କନ୍ୟା ରୀତା ସାହୁ ଏକ ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ ହରାଇଥିଲେ ଆଜି ଡ଼ାକ୍ତର ଟିମ୍ ପହଞ୍ଚିଥିଲେ
ବିଜେପୁର: ଗାଇସିଲେଟ ଅଞ୍ଚଳରେ ଆସନ୍ତା କାଲି ୯ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିବ
ବିଜେପୁର: ରାଇସଲପଦର ପଞ୍ଚାୟତ ଅନ୍ତର୍ଗତ ଅମଲିପାଲି ଗ୍ରାମର ରୀତା ସାହୁଙ୍କ ଗୋଡ କଟି ଯାଇଥିବା ଦୁଃଖଦ ଖବର ପାଇ ମାନ୍ୟବର ସାଂସଦ ପଠାଇଲେ ସହାୟତା
Update Bijepur (@updatebijepur) | Public App