ବିଜେପୁର: ଗାଇସିଲେଟ ସରସ୍ଵତୀ ଶିଶୁ ମନ୍ଦିର ରଜତ ଜୟନ୍ତୀ ଉତ୍ସବ, ଯୋଗଦେଲେ ମନ୍ତ୍ରୀ ଓ ବିଧାୟକ
୨ୟ ଦିବସରେ ଗାଇସିଲେଟ ସରସ୍ଵତୀ ଶିଶୁ ମନ୍ଦିର ରଜତ ଜୟନ୍ତୀ ଉତ୍ସବ । ବରଗଡ଼ ଜିଲ୍ଲା ଗାଇସିଲେଟ ସରସ୍ଵତୀ ଶିଶୁ ମନ୍ଦିର ଠାରେ ରଜତ ଜୟନ୍ତୀ ପାଳିତ ହୋଇଯାଇଛି ଆଜି ଦ୍ବିତୀୟ ଦିବସ ରେ ଦ୍ବିତୀୟ ଅଧିବେଶନ ରେ ଶିକ୍ଷକ ଦଶମଣି ସାହୁ ଙ୍କ ସଭାପତିତ୍ଵ ରେ ପୂର୍ବ ଛାତ୍ର ଛାତ୍ରୀ ମାନଙ୍କ ସମ୍ମିଳନୀ ହୋଇଥିଲା l